ନବ ଦାସ ମୃତ୍ୟୁ ମାମଲା : ଅଧିକ ତଥ୍ୟ ପାଇଁ ସମୟ ଲାଗିବ-ପୁଲିସ ଡିଜି

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲାରେ କିଛି ତଥ୍ୟ ହସ୍ତଗତ ହୋଇଛି। ଆହୁରି କିଛି ତଥ୍ୟ ଆସିବାକୁ ସମୟ ଲାଗିବ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହା କହିଛନ୍ତି। ପୁଲିସ ଡିଜି ଶୁକ୍ରବାର କହିଛନ୍ତି, ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ନିଜେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ସିବିଆଇରେ କାମ କରିବାରେ … Continue reading ନବ ଦାସ ମୃତ୍ୟୁ ମାମଲା : ଅଧିକ ତଥ୍ୟ ପାଇଁ ସମୟ ଲାଗିବ-ପୁଲିସ ଡିଜି